Jump to content

ଶାକାରିକୀ

ଉଇକିଅଭିଧାନ‌ରୁ

ଶାକାରିକୀ

ଉଚ୍ଚାରଣ

[ସମ୍ପାଦନା]

[ଶାକାରୀ—ଅନ୍ୟରୂପ]

ସଂସ୍କୃତ - ବି—(ଶକାର=ନାଟକୀୟ ଭାଷାରେ ରାଜାଙ୍କ ଶ୍ୟାଳକ; ଶକାର+ଇକ+ଈ; ରାଜଶ୍ୟାଳକଙ୍କ ବ୍ୟବହୃତ ଅପଭାଷା)

[ସମ୍ପାଦନା]
୧. ଅପଭାଷା; ଅଶ୍ଳୀଳଭାଷା — ୧. Obscene language; slang.
୨. ପ୍ରାକୃତ ଭାଷା ବିଶେଷ—(ହିନ୍ଦୀ - ଶ) —୨. Name of a dialect.