Jump to content

ଶାକିନୀ

ଉଇକିଅଭିଧାନ‌ରୁ

ଶାକିନୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ଶାକ+ଇନ୍+ଈ)

[ସମ୍ପାଦନା]
୧. ଦୁର୍ଗାଙ୍କ ଅନୁଚରୀ— ବିଶେଷ —୧. A class of female attendants of Durgā.
୨. ସ୍ତ୍ରୀ ଭୂତ; ଡାହାଣୀ — ୨. A female ghost.
୩. ଶାକଯୁକ୍ତ ଭୂମି; ଶାକ— କ୍ଷେତ୍ର; ଶାଗ କିଆରି —୩. A field growimg pot herbs.