ଶାକୁନ
ଦେଖଣା
ଶାକୁନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଶକୁନା+ଅ)
[ସମ୍ପାଦନା]- ୧. ନିମିତ୍ତଜ୍ଞ —୧. Versed in augury.
- ୨. ପକ୍ଷୀ ସମ୍ୱନ୍ଧୀୟ —୨. Relating to birds.
- ୩. ଅନ୍ୟର କ୍ଳେଶଦାୟକ; ପରପୀଡ଼କ — ୩. Oppressive; hurtful to others.
- ୪. ଶୁଭା— ଶୁଭ ଲକ୍ଷଣ ସମ୍ୱନ୍ଧୀୟ —୪. Relating to augury.
ବିଶେଷ୍ୟ -
[ସମ୍ପାଦନା]- ୧. ପଶୁ ପକ୍ଷୀମାନଙ୍କ ଡାକ ପ୍ରଭୃତି ଲକ୍ଷଣଦ୍ୱାରା ଶୁଭାଶୁଭ ନିର୍ଣ୍ଣାୟକ ଶାସ୍ତ୍ର —୧. The science of augury; the occult science.
- ୨. କାକ— ଚରିତ୍ର ଗ୍ରନ୍ଥ —୨. The science of foretelling the future by flight and sound of birds; augury.
- ୩. (ପୁଂ) ଭିବିଷ୍ୟଦ୍ ବକ୍ତା —୩. Sooth- sayer; augur.
- ୪. (ପୁଂ) ଚଢ଼େଇମାରୁ (ହିନ୍ଦୀ - ଶ) — ୪. A fowler.