Jump to content

ଶାକୁନିକ

ଉଇକିଅଭିଧାନ‌ରୁ

ଶାକୁନିକ

ଉଚ୍ଚାରଣ

[ସମ୍ପାଦନା]
(ଶାକୁନିକୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଶକୁନ+ଜୀବିକା ଅର୍ଥରେ ଇକ)

[ସମ୍ପାଦନା]
୧. ଚଢ଼େଇମାରୁ; ପକ୍ଷୀମାରକ; ବ୍ୟାଧ —୧. A fowler.
୨. ନିମିତ୍ତଜ୍ଞ; ଭବିଷ୍ୟଦ୍ୱକ୍ତା —୨. Sooth- sayer; an augur.
୩. ଶକୁନି ବା ଗୃଧ୍ରସମୂହ — ୩. A collection of vultures.