Jump to content

ଶାକୁନୀ

ଉଇକିଅଭିଧାନ‌ରୁ

ଶାକୁନୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶକୁନ+ଇନ୍; ୧ମା. ୧ବ)

[ସମ୍ପାଦନା]

ଯେ ମାଛ ଧରେ; ମାଛୁଆ (ହିନ୍ଦୀ - ଶ) —୧. Fisherman.

୨. ଏକ— ପ୍ରକାର ପ୍ରେତ (ହିନ୍ଦୀ - ଶ) —୨. A class of goblins.
୩. ଶକୁନ ବିଚାରକ ବ୍ୟକ୍ତି (ହିନ୍ଦୀ - ଶ) —୩. An augur; a soothsayer.