Jump to content

ଶାକୁନେୟ

ଉଇକିଅଭିଧାନ‌ରୁ

ଶାକୁନେୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଶକୁନ+ଏୟ)

[ସମ୍ପାଦନା]

ପକ୍ଷିସମ୍ୱନ୍ଧୀୟ (ହିନ୍ଦୀ - ଶ) — Relating to birds.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. ଏକ ପ୍ରକାର ଛୋଟ ପେଚା (ହିନ୍ଦୀ - ଶ) —୧. A small species of owl.
୨. ବକାସୁର ଦୈତ୍ୟ (ହିନ୍ଦୀ - ଶ) —୨. Demon Bakāsura.
୩. ମୁନିବିଶେଷ (ହିନ୍ଦୀ - ଶ) —୩. Name of a sage.