Jump to content

ଶାକୁଳିକ

ଉଇକିଅଭିଧାନ‌ରୁ

ଶାକୁଳିକ

ଉଚ୍ଚାରଣ

[ସମ୍ପାଦନା]
(ଶାକୁଳିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. (ଶକୁଳ=ମତ୍ସ୍ୟ+ଜୀବିକାର୍ଥେ ଇକ)— ଧୀବର; ମତ୍ସ୍ୟଜୀବୀ —୧. Fisherman.
୨. (ଶକୁଳ+ସମୂହାର୍ଥେ ଇକ) ମତ୍ସ୍ୟସମୂହ (ହିନ୍ଦୀ - ଶ) —୨. A shoal or collection of fishes.