ଶାକେଟା
ନାତିଦୀର୍ଘ ବନ୍ୟ ଗଛ; [ଏଥିର ଫଳ ଚେପ୍ଟା; ଏ ଫଳକୁ ଛେଚି ରସ ବାହାର କରି ଶୁଖାଇ ଚୂରି ପିଠା ଓ ଖିରି କରି ଲୋକେ ଖାଆନ୍ତି] —A kind of wild tree with flat fruits, the soft kernel of which is used as food.