ଶାକ୍ୟ
ଦେଖଣା
ଶାକ୍ୟ
ଉଚ୍ଚାରଣ
[ସମ୍ପାଦନା]ଶାକ୍ୟ ମୁନି, ଶାକ୍ୟ ସିଂହଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ - (ଶାକ=ବଂଶ ବିଶେଷ+ତହିଁରେ ଜାତ ଅର୍ଥରେ ଯ; ଶାକ ବଂଶରେ ଜାତ)
[ସମ୍ପାଦନା]- ୧. ବୁଦ୍ଧଦେବ; ଗୌତମ ବୁଦ୍ଧ — ୧. The great religious reformer Buddha.
- ୨. ନୋପାଳ ତରାଇ ପ୍ରଦେଶବାସୀ ପ୍ରାଚୀନ କ୍ଷତ୍ରୀୟ ଜାତି (ହିନ୍ଦୀ - ଶ) —୨. Name of an ancient Kshatriya tribe of Nepal Tarai.
[ଦ୍ରଷ୍ଟବ୍ୟ —ବୌଦ୍ଧ
ଗ୍ରନ୍ଥରେ ଶାକ୍ୟମାନଙ୍କୁ ଲକ୍ଷ୍ୱାକୁ ବଂଶୀୟ ବୋଲା ଯାଇଅଛି ଯେଉଁ ସ୍ଥାନରେ ଏମାନେ ବାସ କରୁଥିଲେ ସେଠାରେ ଗୁଡ଼ିଏ ଶାକ (ଶାଗୁଆନ) ଗଛ ଥିଲା ଏଥିପାଇଁ ଏ ବଂଶର ନାମ ଶାକ୍ୟ ହେଲା ପଣ୍ଡିତମାନେ କହନ୍ତି, ଲେ (ଲି)ଛବୀଙ୍କ ପରି ଶାକ୍ୟମାନେ ବ୍ରାତ୍ୟ କ୍ଷତ୍ରିୟ ଥିଲେ—ହିନ୍ଦୀ - ଶ ]