Jump to content

ଶାକ୍ୱର

ଉଇକିଅଭିଧାନ‌ରୁ

ଶାକ୍ୱର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଶକ୍ ଧାତୁ+କର୍ତ୍ତୃ ବର)

[ସମ୍ପାଦନା]

ଶକ୍ତିଶାଳୀ (ହିନ୍ଦୀ - ଶ) —Mighty.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଇନ୍ଦ୍ର (ହିନ୍ଦୀ - ଶ) —୧. Indra.
୨. ଇନ୍ଦ୍ରଙ୍କ ବଜ୍ର (ହିନ୍ଦୀ - ଶ) — ୨. The thunderbolt of Indra.
୩. ଷଣ୍ଢ (ହିନ୍ଦୀ - ଶ) —୩. Bull.
୪. ପ୍ରାଚୀନକାଳର ଏକ ରୀତି ବା ସଂସ୍କାର (ହିନ୍ଦୀ - ଶ) —୪. Name of an ancient custom or rite.