ଶାକ ଦ୍ୱୀପ

ଉଇକିଅଭିଧାନ‌ରୁ

ଶାକ ଦ୍ୱୀପ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବି—(ଶକ+ଅ=ଶାକ ଶାକ+ଦ୍ୱୀପ)[ସମ୍ପାଦନା]

୧. ଭାରତର ଉତ୍ତର ପଶ୍ଚିମସ୍ଥ ପ୍ରାଚୀନ ଦେଶ ବିଶେଷ, [ଦ୍ରଷ୍ଟବ୍ୟ — କେହି କେହି ଏହାକୁ ସିଥିୟା (Scythia) ଓ ବେହି କେହି ଆଧୁନିକ ପାରସ୍ୟ (Persia) ବୋଲି ନିରୂପଣ କରନ୍ତି ଏହି ଦେଶବାସୀ ଶକ ଜାତୀୟ ବୀର (Scythians) ମାନେ ଖ୍ରୀଷ୍ଟ ଜନ୍ମର ପୂର୍ବ ୧ମ ଶତାବ୍ଦୀ ଓ ପରବର୍ତ୍ତି— ଶତିବ୍ଦୀରେ ଭାରତ ଆକ୍ରମଣ କରି ସେଠାରେ ରାଜ୍ୟ ସ୍ଥାପନ କରିଥିଲେ ଇରାନ୍ ଓ ତୁର୍କୀସ୍ଥାନ ମଧ୍ୟରେ ଏହା ପ୍ରାଚୀନ କାଳରେ ଅବସ୍ଥିତ ଥିଲା ଏ ଦେଶରେ ଅକ୍ସସ୍ ନଦୀ ପ୍ରବାହିତ (ହିନ୍ଦୀ - ଶ) (ଶକ ତଳେ ନୋଟ୍ ଦେଖ) —୧. Ancient Scythia or Persia.
୨. ପୁରାଣାନୁ— ସାରେ ସାତଦ୍ୱାପରୁ ଏକ —୨. Name of one of the ୭ myth ological islands.

[ଦ୍ରଷ୍ଟବ୍ୟ —ଏ ଦ୍ୱୀପରେ ଗୋଟିଏ ବଡ ଶାଗୁଆନ ଗଛ ଥିଲା ବୋଲି କଥିତ ଏ ଦ୍ୱୀପର ୪ ପାଖେ କ୍ଷୀର ସମୁଦ୍ର (ହିନ୍ଦୀ - ଶ) ]