ଶାକ ନାଳ
ହଂସାଦି ବର୍ଗର ବଡ଼ (ଏକ ହାତରୁ ଉଚ୍ଛ) ଜଳଚର ବା କୂଳେଚର ପକ୍ଷୀ (ଏମାନେ ତୃଣମୟ ଜଳାଭୂମିରେ ଚରନ୍ତି, ଦେହ ଖଇରା, ମୁଣ୍ଡ ଗୋଲାପୀ] — The pink-headed duck; Rhodenessa Caryophyllacea.