Jump to content

ଶାକ ମତ୍ସ୍ୟ

ଉଇକିଅଭିଧାନ‌ରୁ

ଶାକ ମତ୍ସ୍ୟ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଂ—(ଶାକ ମିଶ୍ରିତ ମତ୍ସ୍ୟ; ମ ପ ଲୋ)

[ସମ୍ପାଦନା]

ନାନାବିଧ ଶାକ— ସବଜି ସହିତ ପକ୍ୱ ମତ୍ସ୍ୟ; ମାଛ ମହୁର — Curry prepared by cooking vegetables with fish.

(ଦ୍ର—ବୈଦ୍ୟଶାସ୍ତ୍ର ମତରେ ଏହା ସ୍ୱାଦୁ, ଗୁରୁପାକ, ରୁଚିକର, ପୁଷ୍ଟିକର ଓ ଶୁକ୍ରବାର୍ଦ୍ଧକ)