Jump to content

ଶାଖାଗ୍ର

ଉଇକିଅଭିଧାନ‌ରୁ

ଶାଖାଗ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଶାଖା+ଅଗ୍ର)

[ସମ୍ପାଦନା]
୧. ଡାଳର ଅଗ୍ରଭାଗ —୧. The top of a branch.
୨. କରାଗ୍ରଭାଗ; ଆଙ୍ଗୁଳି —୨. The fingers of the hand.