Jump to content

ଶାଖାରଣ୍ଡ

ଉଇକିଅଭିଧାନ‌ରୁ

ଶାଖାରଣ୍ଡ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଶାଖା=ଦେହର ଶାଖା+ରମ୍ ଧାତୁ= କ୍ରୀଡ଼ା କରିବା+ଡ, କିମ୍ୱା ଶାଖା= ବେଦାଂଶରେ+ରଣ୍ଡ=ନିଷ୍ଫଳ)

[ସମ୍ପାଦନା]

ଯେଉଁ ବ୍ରାହ୍ମଣ ସ୍ୱାବଲମ୍ୱିତ ବେଦାଂଶ ପରିତ୍ୟାଗ କରି ଶାଖାନ୍ତର ଅଧ୍ୟୟନ କରନ୍ତି — A Brāhmaṇa who forsakes his own section of the Bedas and reads another section; a Brāhmaṇa who has changed his own school of the Bedas, (Apte).