Jump to content

ଶାଖାଶିଫା

ଉଇକିଅଭିଧାନ‌ରୁ

ଶାଖାଶିଫା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ଶାଖା+ଅଶ୍ ଧାତୁ+କର୍ତ୍ତୃ. ଅକ+ଆ;) ବହୁବ୍ରୀହି; ଶାଖାର ଶିଫା=ଚେର)

[ସମ୍ପାଦନା]

ବଟାଦି ବୃକ୍ଷର ଓହଳ; ଅବରୋହ —The aerial roots of banian and other trees; a root growing from branches.