ଶାଖା ଚଙ୍କ୍ରମଣ
ଦେଖଣା
ଶାଖା ଚଙ୍କ୍ରମଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଏକ ଡାଳରୁ ଅନ୍ୟ ଡାଳକୁ ଡେଇଁବା —୧. Leaping from one branch to another.
- ୨. ଏକ ବିଷୟକୁ ଅଧା ଛାଡ଼ି ଅନ୍ୟ ବିଷୟରେ ହାତ ଦେବା (ହିନ୍ଦୀ - ଶ) — ୨. Desultory work.
- ୩. ଏକ ବିଷୟ ପୂରା ନ ପଢ଼ ଏଥିରୁ ଥୋଡ଼ାଏ ସେଥୁରୁ ଥୋଡ଼ାଏ ପଢ଼ିବା (ହିନ୍ଦୀ - ଶ) —୩. Desultory study, (Apte).