Jump to content

ଶାଖୀ

ଉଇକିଅଭିଧାନ‌ରୁ

ଶାଖୀ

ଉଚ୍ଚାରଣ

[ସମ୍ପାଦନା]
(ଶାଖିନୀ—ସ୍ତ୍ରୀ) 

=== ସଂସ୍କୃତ - ବିଶେଷଣ - ପୁଂ—(ଶାଖା+ଅଛି ଅର୍ଥରେ ଇନ୍, ୧ମା. ୧ବ.)

୧. ଶାଖାଯୁକ୍ତ —୧. Having branches.
୨. ବେଦର କୌଣସି ଶାଖାର ଅନୁଯାୟୀ (ହିନ୍ଦୀ - ଶ) —୨. According to some Ṡākhā of a Beda.

ବିଶେଷ୍ୟ -

[ସମ୍ପାଦନା]
୧. ବୃକ୍ଷ; ଗଛ —୧. A tree.
୨. ବେଦ —୨. The Bedas.
୩. ନୃପ ବିଶେଷ —୩. Name of a king.
୪. ତୁରଷ୍କ ଦେଶୀୟ ଲୋକ (ହିନ୍ଦୀ - ଶ) —୪. A Turk.
୫. ବେଦର କୌଣସି ଶାଖାଧ୍ୟାୟୀ ବ୍ୟକ୍ତି —୫. A person studying a certain Ṡākhā of the Bedas.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପଦାତି —୧. Infantry.

[ଉ— ବିଧିରେ ଶାଖୀ ଫଲକ ଧାରୀ ଶୋଭୀ ଆମ୍ଭ ପ୍ରତି ପାଳନକୁ— ଭଞ୍ଜ—ବୈଦେହୀଶବିଳାସ଼]