Jump to content

ଶାଖୋଟ

ଉଇକିଅଭିଧାନ‌ରୁ

ଶାଖୋଟ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବି—(ଶାଖା+ସଂଜ୍ଞାର୍ଥେ ଓଟ)

[ସମ୍ପାଦନା]

ଭୂତବୃକ୍ଷ; ଶାହାଡ଼ଗଛ — A small tree; Trophis Aspera; Streplus Asper.

[ଦ୍ରଷ୍ଟବ୍ୟ —ବୈଦ୍ୟଶାସ୍ତ୍ର ଅନୁସାରେ ଏହା ତିକ୍ତ ଓ ରକ୍ତପିତ୍ତ ଅର୍ଶ, ବାୟୁ,କଫ ଓ ଅତିସାର ନାଶକ ଏହାର ବୀଜ ବାଟି ପ୍ରଲେପ ଦେଲେ ଶ୍ୱିତ୍ର (ଧଳା ଛଉ) ଆରୋଗ୍ୟ ହୁଏ (ବିଶ୍ୱକୋଷ) ଲୋକେ ଏହାର ଛୋଟ ଶାଖାକୁ ଦାନ୍ତ କାଠି ରୂପେ ବ୍ୟବହାର କରନ୍ତି ]