ଶାଗଲି ମାଛଲି କରିବା
ଦେଖଣା
ଶାଗଲି ମାଛଲି କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶାଗଲି ମାଛଲି କରିବା
|
ଦେଶଜ - କ୍ରି.
[ସମ୍ପାଦନା]ହାଟରୁ ବା ବଜାରରୂ ଶାଗ ଓ ମାଛ କିଣିବାରେ ଅର୍ଥବ୍ୟୟ କରିବା —To spend money in purchasing vegetables and fish for curry.
ଶାଗଲି ମାଛଲି କରିବା
|
ହାଟରୁ ବା ବଜାରରୂ ଶାଗ ଓ ମାଛ କିଣିବାରେ ଅର୍ଥବ୍ୟୟ କରିବା —To spend money in purchasing vegetables and fish for curry.