ଶାଗୁଣାକୁ ମଢ଼ ବାସିବା ନ୍ୟାୟ
ଦେଖଣା
ଶାଗୁଣାକୁ ମଢ଼ ବାସିବା ନ୍ୟାୟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶାଗୁଣାକୁ ମଢ଼ ବାସିବା ନ୍ୟାୟ
|
(ଶାଗୁଣା ମଢ଼କୁ ବେଢ଼ିବା ନ୍ୟାୟ—ଅନ୍ୟରୂପ)
ଦେଶଜ - (ନ୍ୟାୟ)—(ଶବ ପଡ଼ିଲେ ବହୁ ଦୂରରୁ ଶାଗୁଣା ମାନେ ଆକୃଷ୍ଟ ହୋଇ ଦଳଦଳ ଆସନ୍ତି)
[ସମ୍ପାଦନା]କୌଣସି ଲୋଭନୀୟ ପଦାର୍ଥଦ୍ୱାରା ବହୁ ପ୍ରାର୍ଥୀ ପ୍ରଲୋଭିତ ହୋଇ କୌଣସି ସ୍ଥାନରେ ଜମା ହେଲେ ଏ ନ୍ୟାୟ ବୋଲାଯାଏ —Just like vultures gathering round a carcase in large numbers, being attracted by its scent from a long distance.