Jump to content

ଶାଗୁ ମୁଗା

ଉଇକିଅଭିଧାନ‌ରୁ

ଶାଗୁ ମୁଗା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

=== ଦେଶଜ - ବିଶେଷ୍ୟ -(ସହଚର)—(ସଂସ୍କୃତ - ଶାକ ଓ ମୁଦ୍ଗ)

୧. ବ୍ୟଞ୍ଜନ ରୂପେ ବ୍ୟବହୃତ ଶାକ ଓ ଡାଲି ରୂପେ ବ୍ୟବହୃତ ମୁଗ —୧. Potherb and cereals used as separate curries.
୨. ମୁଗ ଡାଲିରେ ଶାଗ ମିଶାଇ ରନ୍ଧାଯିବା ଏକ ପ୍ରକାର ତିଅଣ —୨. A curry prepared from pot-herbs and cereals mixed togethr.