ଶାଙ୍କୁଳି କାଢ଼ିବା
ଦେଖଣା
ଶାଙ୍କୁଳି କାଢ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶାଙ୍କୁଳି କାଢ଼ିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ସ୍ୱାମୀର ମୁତ୍ୟୁ ଘଟିଲେ ସ୍ତ୍ରୀର ହାତରେ ଥିବା ଖଡ଼ୁକୁ ହାତରୁ ବାହାର କରିବା; ରାଣ୍ଡ କରିବା — To take off the wristlets from the wrist of a woman who has recently become a widow.
[ଦ୍ରଷ୍ଟବ୍ୟ —ସ୍ୱାମୀର ମୃତ୍ୟୁ ହେଲେ ବିଧବା ହୋଇଥିବା ସ୍ତ୍ରୀର ହାତର ଡ଼ୁକୁ ଗ୍ରାମର ସେ ବକ, ଭଣ୍ଡାରୁଣୀ ବା ପଣ୍ଡା କାଢ଼େ ]