ଶାଙ୍କୁସ କଣ୍ଟା
ଦେଖଣା
ଶାଙ୍କୁସ କଣ୍ଟା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶାଙ୍କୁସ କଣ୍ଟା
|
ଶାଙ୍କୁଚ ଲାଞ୍ଜ, ଶାଙ୍କୁ(କୋ)ଚ କଣ୍ଟା, ଶାଙ୍କୁ(କୋ)ଚ ଲାଞ୍ଜ, ଶାଙ୍କ(କୋ)ଚ(ସ)କଣ୍ଟା, ଶାଙ୍କୁ(ଙ୍କୋ)ଚ(ସ) ଲାଞ୍ଜ—ଅନ୍ୟରୂପ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଶାଙ୍କୁଚ ମାଛର ଦୀର୍ଘ ଓ ଦନ୍ତୁର ଲାଙ୍ଗୁଡ଼ି — The long barbed tail of ray- fish; caudal sting or spine of the ray fish.
[ ଦ୍ର—ଏଥିର ଦେହ ଯାକ କ୍ଷୁଦ୍ରକ୍ଷୂଦ୍ର କଣ୍ଟାରେ ପୂର୍ଣ୍ଣ ଏହା ଭାରି ଚେମଡ଼ା ଘୋଡ଼ାର ଚାବୁକରୂପେ ଏହା ବ୍ୟବ— ହୁତ ହୁଏ ଏହାକୁ ନିଆଁରେ ତତାଇ ଏଥିଦ୍ୱାରା ନାନା ରୋଗରେ ଚଡ଼ୁ ଦିଆଯାଏ କୌଣସି ଜୀବ ଦେହରେ ଶାଙ୍କୁଚ ମାଛ ଏ କଣ୍ଟାରେ ଆଘାତ କଲେ ସେ କ୍ଷତ ସହଜରେ ଶୁଖେ ନାହିଁ]