Jump to content

ଶାଙ୍କୋସି

ଉଇକିଅଭିଧାନ‌ରୁ

ଶାଙ୍କୋସି

ଉଚ୍ଚାରଣ

[ସମ୍ପାଦନା]

ଶାଁ କୁଚ (ଚି), ଶାଁ କୋଚ(ଚି), ଶାଁକୋସ (ସି)—ଅନ୍ୟରୂପ

ଦେଶଜ - ବି—(ସଂସ୍କୃତ - ଶଙ୍କୋଚ, ଶଙ୍କୁଚି)

[ସମ୍ପାଦନା]

ସାମୁଦ୍ରିକ ମତ୍ସ୍ୟ ବିଶେଷ —The ray fish; the sae devil; the stingray; Trigoṇ Narnak trurus.

[ଦ୍ରଷ୍ଟବ୍ୟ —ଏହାର ଦେହ ଚତୁଷ୍କୋଣ ଓ ଚେପ୍ଟା;


ଅନୁବାଦ

[ସମ୍ପାଦନା]

ମେରୁ ହା଼ଡ଼ରୁ ଲମ୍ୱ ପୁଚ୍ଛ ବାହାରି ଥାଏ; ପୁଚ୍ଛ ଦନ୍ତୁର, ସରୁ ଓ ୩୪: ହାତ ଦୀର୍ଘ ଏହାର ପୁଚ୍ଛ ବିଷାକ୍ତ ଓଡ଼ିଶାର ଓ ଚଟ୍ଟଗ୍ରାମରି ସମୁଦ୍ରରେ ସାଧାରଣତଃ ଏମାନେ ଦେଖାଯାଅନ୍ତ ]