Jump to content

ଶାଙ୍ଖ

ଉଇକିଅଭିଧାନ‌ରୁ

ଶାଙ୍ଖ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଶଙ୍ଖ+ଅ)

[ସମ୍ପାଦନା]
୧. ଶଙ୍ଖ ସମ୍ୱନ୍ଧୀୟ —୧. Relating to conch.
୨. ଶଙ୍ଖରେ ନିର୍ମିତ —୨. Made of conch.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶଙ୍ଖଧ୍ୱନି (ହିନ୍ଦୀ - ଶ) —The sound of blowing of conch.