Jump to content

ଶାଙ୍ଖିକ

ଉଇକିଅଭିଧାନ‌ରୁ

ଶାଙ୍ଖିକ

ଉଚ୍ଚାରଣ

[ସମ୍ପାଦନା]
(ଶାଙ୍ଖିକୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ—(ଶଙ୍ଖ+ଜୀବିକାର୍ଥେ ଇକ)

[ସମ୍ପାଦନା]
୧. ଶଙ୍ଖ ବଣିକ; ଶଙ୍ଖାରି —୧. A dealer of conch shells and conch shell ornaments.
୨. ଶଙ୍ଖ ବଜାବଇବା ବ୍ୟକ୍ତି (ହିନ୍ଦୀ - ଶ) —୨. A blower of conch.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ଶଙ୍ଖ ସମ୍ୱନ୍ଧୀୟ — Relating to conch.
୨. ଶଙ୍ଖନିର୍ମିତ —Made of conch shells.