Jump to content

ଶାଙ୍ଖୁଳି

ଉଇକିଅଭିଧାନ‌ରୁ

ଶାଙ୍ଖୁଳି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶୃଙ୍ଖଳ)

[ସମ୍ପାଦନା]

ବେଡ଼ି; ଶିକୁଳା — Fetters; chain,

[ଉ—ମନର ଚରଣେ ଶାଙ୍ଖୁଳି, ଏଣୁ ନ ପାରେ ପ୍ରାଣୀଚଳି ଜଗନ୍ନାଥ—ଭାଗବତ