ଶାଙ୍ଗି
ଦେଖଣା
ଶାଙ୍ଗି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ଶଙ୍କ; ଶକ୍ତି)
[ସମ୍ପାଦନା]ଖବ୍ ଭାରି ଓ ଲମ୍ୱ ପଥରକୁ ବା କାଠକୁ ସ୍ଥାନାନ୍ତରିତ କରିବାକୁ ହେଲେ
ଅନୁବାଦ
[ସମ୍ପାଦନା]ତାହାକୁ ଦଉଡୢରେ ଝୁଲାଇ ସେହି ଦଉ— ଡିରେ ଯେଉଁ ଏକ ବା ଏକାଧିକ ଦଣ୍ତ ଗଳା ଯାଇଥାଏ — A pole from which heavy logs or stones are suspended and which is carried by the shoulders of pairs of men.
[ଦ୍ରଷ୍ଟବ୍ୟ —ଏହି ଦଣ୍ଡର ଦୁଇ ମୁଣ୍ଡକୁ ଲୋକେ କାନ୍ଧରେ ରଖି ଉକ୍ତ ଭାରି ଜିନିଷକୁ ସ୍ଥାନାନ୍ତରିତ କରନ୍ତି ବହୁତଲମ୍ୱ କଡ଼ି ଓ ପଥର ଓ ଖୁଣ୍ଟ ଆଦିର ଏକାଧିକ ସ୍ଥାନକୁ ଦଉଡ଼ିରେ ବାନ୍ଧି ସେ ଦଉ଼ଡ଼ିରେ ଏକାଧିକ ଶାଙ୍ଗି ପୂରାଇ ସେହି ଶାଙ୍ଗି— ମାନଙ୍କୁ ଦୁଇ ମୁଣ୍ଡକୁ ମନ୍ଷ୍ୟ କାନ୍ଧାନ୍ତି ବଡ଼ ବଡ଼ ପଥର ଓ କାଠ ପାଇଁ ଏକାଧିକ ଶାଙ୍ଗି ଦରକାର ହୁଏ ]