ଶାଙ୍ଗ କରିବା
ଦେଖଣା
ଶାଙ୍ଗ କରିବା
ଉଚ୍ଚାରଣ
[ସମ୍ପାଦନା]ଶାଙ୍ଗ(ଙ୍ଗି)ବୋହିବା, ଶଙ୍ଗ (ଙ୍ଗି) ବୃହାଇବାଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଶାଙ୍ଗ କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]କୌଣସି ଲମ୍ୱ ଓ ଭାରି ପଦାର୍ଥକୁ ଏକହଲ ବା ତଦଧିକ ମନୁଷ୍ୟ ଦଉଡ଼ିରେ ଓହୋଳାଇ ଶାଙ୍ଗିଦ୍ୱାରା ସ୍ଥାନାନ୍ତରିତ କରିବା — To remove a heavy log of wood or stone by suspending it from a pole or poles with ropes and carrying the pole by the shoulders of pairs of men.