ଶାଟ
ଦେଖଣା
ଶାଟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଶଟ୍ ଧାତୁ=ଗମନ କରିବା+କର୍ତ୍ତୃ. ଅ)
[ସମ୍ପାଦନା]- ୧. ଶାଢ଼ୀ (ଦେଖ) - —୧. Ṡaṟḍ̠ẖi. (See)
- ୨. ପରିଧେୟ; ଧୋତି; ଲୁଗା —୨. A cloth.
- ୩. ବସ୍ତ୍ରଖଣ୍ଡ (ହିନ୍ଦୀ - ଶ) — ୩. A bit of cloth.
- ୪. ଏକପ୍ରକାର ଛୋଟ କୁତ୍ତା (ହିନ୍ଦୀ - ଶ) —୪. A kind small coat.
- ୫. ଢିଲା ପରିଧେୟ ବସ୍ତ୍ର (ହିନ୍ଦୀ - ଶ) —୫. A loose dress.