Jump to content

ଶାଟିକା

ଉଇକିଅଭିଧାନ‌ରୁ

ଶାଟିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶାଟକ+ଆ)

[ସମ୍ପାଦନା]
୧. ଶାଢ଼ୀ; ସଧବା ସ୍ତ୍ରୀମାନଙ୍କ ପରିଧେୟ ବସ୍ତ୍ର —୧. Cloth worn by females whose husbands are alive.
୨. ଶଟୀ (ହିନ୍ଦୀ - ଶ) —୨. Curcuma Zedoaria (plant).