Jump to content

ଶାଠ୍ୟ

ଉଇକିଅଭିଧାନ‌ରୁ

ଶାଠ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶଠ=ଧୂର୍ତ୍ତ+ଭାବାର୍ଥେ. ଯ)

[ସମ୍ପାଦନା]
୧. ଖଳତା; ଶଠତା; ଧୂର୍ତ୍ତତା —୧. Craftiness; wickedness; knavery; slyness.
୨. ଶଠତାଯୁକ୍ତ ବ୍ୟବହାର — ୨. Crooked conduct.
୩. ପ୍ରବଞ୍ଚନା; କପଟ; ଛଳ —୩. Deception; cheating.