ଶାଢ଼ୀ ଦେବା
ଦେଖଣା
ଶାଢ଼ୀ ଦେବା
ଉଚ୍ଚାରଣ
[ସମ୍ପାଦନା][ଶାଢ଼ୀ ବାନ୍ଧିବା—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ଶାଢ଼ୀ ଦେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ରାଜା) ସମ୍ମାନିତ ବ୍ୟକ୍ତିକୁ ସମ୍ମାନସୂଚକ ଉରାଧି ସହିତ ଶାଢ଼ୀ ଉପହାର ଦେବା —୧. To present a cloth (i.e. tie it round his head) to a person honoured with a title.
[ଉ— ମହାଦରେ ପୃଥୁ ତହୁଁ ବାନ୍ଧିଦେଲେ ଶାଢ଼ୀ, ତାଙ୍କ ଶିରୋ— ଦେଶେ ଅଶ୍ୱ ପୃଷ୍ଠ ଅବତରି ରାଧାନାଥ—ମହାଯାତ୍ରା]
- ୨. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିକୁ ସମ୍ମାନ ଦେବା — ୨. (Figurative) To honour a person.