ଶାଢ଼ୀ ଧଡ଼ିଆ
ଦେଖଣା
ଶାଢ଼ୀ ଧଡ଼ିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶାଢ଼ୀ ଧଡ଼ିଆ
|
ଦେଶଜ - ବିଶେଷଣ -
[ସମ୍ପାଦନା]ଯେଉଁ ଲୁଗାର ଧଡ଼ି ଶାଢ଼ୀର ଧଡ଼ି ପରି ଚଉଡ଼ା —(cloth) Having a broad border like that of a Ṡāṟḍ̠hī
[ଉ—ତେବେ ହୋଇବ ତୋର ଯଶ, ଶାଢ଼ୀ ପାଇବୁ ଗ୍ରାମ ଦେଶ ଜଗନ୍ନାଥ—ଭାଗବତ]