ଶାଢ଼ୀ ପାଇବା
ଦେଖଣା
ଶାଢ଼ୀ ପାଇବା
ଉଚ୍ଚାରଣ
[ସମ୍ପାଦନା]ଶାଢ଼ୀ ବାନ୍ଧିବା, ଶାଢ଼ୀ ବନ୍ଧା(ନ୍ଧେ)ଇବାଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଶାଢ଼ୀ ପାଇବା
|
ଦେଶଜ - କ୍ରି.
[ସମ୍ପାଦନା]- ୧. ରାଜାଦ୍ୱାରାରୁ ସମ୍ମାନସୁଚକ ଉପାଧି ସହିତ ଶାଢ଼ୀ ଉପହାର ପାଇବା —୧. To be presented with a cloth (along with a title) by a Rajā.
(ଉ—ବାହାରିଲେ ଗଣ୍ଠିଆଳ ଅଳଂକୃତ ହୋଇ, ବିଶ୍ୱକେତୁ ବଣାରମ୍ଭେ କି ସେ ଶାଢ଼ୀ ପାଇ ଭଞ୍ଜ—ବୈଦେହୀଶବିଳାସ)
- ୨. (ଲକ୍ଷଣାର୍ଥ) ସମ୍ମାନିତ ହେବା —୨. (figurative) To be hououred.
- ୩. ରାଜାଙ୍କ ଠାରୁ ପୁରସ୍କାର ରୂପେ ପାଇବା —୩. To get as a present in token of royal,
[ଉ—ତେବେ ହୋଇବ ତୋର ଯଶ, ଶାଢ଼ୀ ପାଇବୁ ଗ୍ରାମ ଦେଶ ଜଗନ୍ନାଥ. ଭାବବତ]