ଶାଢ଼ୀ ଶେଷ
ପଣତ; ଲୁଗାକାନି —The end of a Ṡāṟḍ̠ẖī.
[ଉ—ରତି ବେଳେ ଶ୍ରମ ଝାଳ ଶାଢ଼ୀ ଶେଷେ ପୋଛି ଦେବାର କେଡ଼େ ପୀରତି ଭଞ୍ଜ. ପ୍ରେମସୁଧାନିଧି ]