ଶାଣ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଅସ୍ତ୍ରାଦି ଘଷି ଦାଢ଼ କରିବାର ଯନ୍ତ୍ର ବା ପଥର
  • ଘର୍ଷଣ ଯନ୍ତ୍ର
  • କରତ
  • ପାଷାଣ
  • କଷଟି ପଥର
  • ଅନୁଭୂତି
  • ଶଣ ସୁତ୍ର ନିର୍ମିତ ବସ୍ତ୍ର
  • ଚାରି ମଶାର ଏକ ଓଜନ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ଶଣ ନିର୍ମିତ
  • ଛଣପଟ ସମ୍ବନ୍ଧୀୟ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ସାହାଣଶାଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବି—(ଶୋ ଧାତୁ=ତୀକ୍ଷ୍ଣ କରିବା+କରଣ ବା ଅଧି. ଣ; ଯହିଁରେ ଅସ୍ତ୍ର ଶସ୍ତ୍ରାଦିକୁ ତୀକ୍ଷ୍ଣ କରାଯାଏ)[ସମ୍ପାଦନା]

୧. ଅସ୍ତ୍ରାଦି ଘଷି ଦାଢ଼ କରିବାର ଯନ୍ତ୍ର ବା ପଥର —୧. Grind- stone.
୨. ଘର୍ଷଣ ଯନ୍ତ୍ର —୨. A whet stone.

[ଦ୍ରଷ୍ଟବ୍ୟ —ଏହାର ଅପଭ୍ରଷ୍ଟ ଶାହାଣ ବା ଶାଆଣ ଅସ୍ତାଦିକୁ ଦାଢ଼ କରିବା ବା ପଜାଇବା ପାଇଁ ପଥର (Whet stone) ଉପରେ ଉପର୍ଯ୍ୟୁ ପରି ଅସ୍ତ୍ରାଦିକୁ ଘଷିବାକୁ ହୁଏ କିମ୍ୱା ଘୁରୁ ଥିବା ପଥର ଚିକି (grind stone) ଉପରେ ଅସ୍ତ୍ରାଦିର ଧାରକୁ ମାଡ଼ି ଧରିବାକୁ ହୁଏ ଉକ୍ତ ଚକି ପଥରର ନ ହୋଇ ମଧ୍ୟ ଜଉ ଓ ବାଲି ମିଶ୍ରିତ ଉପାଦାନରେ ନିର୍ମିତ ହୁଏ ]

୩. କରତ —୩. A saw.
୪. ପାଷାଣ —୪. Stone.
୫. କଷଟି ପଥର —୫. Touchstone.
୬. ଅନୁ— ଭୂତି —୬. Sensibility.
୭. (ଶଣ+ଭବ ଅର୍ଥରେ ଅ)—ଶଣ ସୁତ୍ର ନିର୍ମିତ ବସ୍ତ୍ର —୭. A cloth made of flax or hemp fibres.
୮. ଚାରି ମଶାର ଏକ ଓଜନ (ହିନ୍ଦୀ - ଶ) —୮. A weight of ୪ Maṡās.

ସଂସ୍କୃତ - ବିଶେଷଣ -[ସମ୍ପାଦନା]

୧. ଶଣ ନିର୍ମିତ —୧. Hempen.
୨. ଛଣପଟ ସମ୍ୱନ୍ଧୀୟ —୨. Relating to the Indian hemp.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ସାହାଣ (ଦେଖ) - Sāhāṇa (See)