Jump to content

ଶାଣିବା

ଉଇକିଅଭିଧାନ‌ରୁ

ଶାଣିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଶାଣ)

[ସମ୍ପାଦନା]

ପଜାଇବା; ଶାଣ ଦେବା —To sharpen; to whet.

[ଉ—ଶସ୍ତ୍ର ଶାଣିବା ନିକ୍ଷେପିବା ସଂହରିବା ବଳକ୍ଷୟ ବୁଦ୍ଧିପୀଡ଼ା ଉପାୟ ଯେବା—କୃଷ୍ଣସିଂହ. ମହାଭାରତ. ଶାନ୍ତି ]