Jump to content

ଶାଣୀ

ଉଇକିଅଭିଧାନ‌ରୁ

ଶାଣୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶଣ+ଅ+ଈ କିମ୍ୱା ଶଣ୍ ଧାତୁ=ଦାନ କରିବା+ କର୍ମ. ଈ)

[ସମ୍ପାଦନା]
୧. ଛୋଟ ବସ୍ତ୍ରାବାସ; ତାମ୍ୱୁ; ଗଉଟି — ୧. Small tent.
୨. ଛିନ୍ନବସ୍ତ୍ର; ଛିଣ୍ଡା କନା; କନ୍ଥା — ୨. Rags.
୩. ହସ୍ତ କଟାକ୍ଷଦିଦ୍ୱାରା ସୂଚନା; ଇସାରା; ଲଙ୍ଗିତ —୩. Hint or sign made by the hands and glances; significant nod.
୪. ଛଣପଟରେ ବୁଣା ଲୁଗା (ହିନ୍ଦୀ - ଶ) —୪. Hempen cloth.
୫. ଯଜ୍ଞୋପବୀତ ଗ୍ରହଣକାଳରେ ବ୍ରହ୍ମଚାରୀର ପିରଧେୟ ଖଦି (ହିନ୍ଦୀ - ଶ) —୫. A small bit of cloth worn at the investiture of the sacred thread.
୬. ଶାଣ ଯନ୍ତ୍ର (ହିନ୍ଦୀ - ଶ) — ୬. Whetstone.
୭. କଷଟି ପଥର (ହିନ୍ଦୀ - ଶ) — ୭. Touchstone.