ଶାଣ୍ଡିଲ୍ୟ
ଦେଖଣା
ଶାଣ୍ଡିଲ୍ୟ
ଉଚ୍ଚାରଣ
[ସମ୍ପାଦନା]ଶାଣ୍ଢିଳ, ଶାଣ୍ଢିଲ, ଶାଣ୍ଢିଲ୍ୟ, ଶାଣ୍ଡୋଳ, ଶାଣ୍ଢାଳଅନ୍ୟ ଦେରୂପ
ଅନୁବାଦ
[ସମ୍ପାଦନା]ଶାଣ୍ଡିଲ୍ୟ
|
ସଂସ୍କୃତ - ବିଶେଷ୍ୟ - (ଶଣ୍ଡିଳ—ମୁନିବିଶେଷ+ଅପତ୍ୟାର୍ଥେ ଯ)
[ସମ୍ପାଦନା]- ୧. ଗୋତ୍ରକାର ମୁନିବିଶେଷ —୧. Name of a sage who was the progenitor of a certain family or sept.
[ଦ୍ରଷ୍ଟବ୍ୟ —ଏ ଭକ୍ତିସୂତ୍ର ପ୍ରଣୟନ କରି ଭକ୍ତିମାର୍ଗ ଦେଖାଇଥିଲେ ]
- ୨. ଅଗ୍ନି— ଦେବଙ୍କ ମୂର୍ତ୍ତିବିଶେଷ —୨. A form of the Fire- god.
- ୩. ବିଲ୍ୱ; ବେଲ; ଶ୍ରାଫଳ —୩. The bilwa (tree or fruit); Aegle Marmelos
- ୪. ଶାଣ୍ଡିଲ୍ୟ ଗୋତ୍ରକ ବ୍ୟକ୍ତି (ହିନ୍ଦୀ - ଶ) —୪. A person of the Ṡāṇḍilya gotra.
- ୫. ବ୍ରାହ୍ମଣଙ୍କ ଗୋତ୍ର ବିଶେଷ —୫. Name of a gotra of Brāmhaṇas.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପୋଷାପସାର; ଅପ— ସ୍ମାର ରୋଗବିଶେଷ —A kind of fit to which females are prone; Hysteria.
[ଦ୍ରଷ୍ଟବ୍ୟ — ଏହା ସ୍ତ୍ରୀମାନଙ୍କୁ, ବିଶେଷତଃ ଅପତ୍ୟହୀନା ଯୁବତୀ ସ୍ତ୍ରୀମାନଙ୍କୁ ଆକ୍ରମଣ କରେ ମୁର୍ଚ୍ଛା ଏହାର ପ୍ରଧାନ ଲକ୍ଷଣ ]