ଶାଣ ଦିଆ ତୁଣ୍ଡ
ଦେଖଣା
ଶାଣ ଦିଆ ତୁଣ୍ଡ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶାଣ ଦିଆ ତୁଣ୍ଡ
|
ଶାଣଦିଆ ପାଟି, ଶାଣଦିଆ ମୁହଁ—ଅନ୍ୟରୂପ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ଲକ୍ଷଣାର୍ଥ)—ଯେଉଁ ବ୍ୟକ୍ତିର ମୁଖରେ କଥା ଅଟକେ ନାହିଁ; ପ୍ରକୃତବାଦୀ; ଯେଉଁ ବ୍ୟକ୍ତି ଅପ୍ରିୟ ଓ ସତ୍ୟ କଥା କହିବାକୁ କୁଣ୍ଠିତ ହୁଏ ନାହିଁ — ୧. (Figurative) A sharp tongue; a person who does not fear to say true though unpleasant things.
- ୨. ବାବଦୂକ ବ୍ୟକ୍ତି — ୨. A talkative person.
- ୩. ବାବଦୂକ ବ୍ୟକ୍ତି — ୩. A person of unpleasant speech; a plain-spoken Person.