Jump to content

ଶାତୋଦର

ଉଇକିଅଭିଧାନ‌ରୁ

ଶାତୋଦର

ଉଚ୍ଚାରଣ

[ସମ୍ପାଦନା]
(ଶାତୋଦରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ଶାତ+ଉଦର)

[ସମ୍ପାଦନା]
୧. କ୍ଷୀଣ କଟି ବିଶିଷ୍ଟ (ହିନ୍ଦୀ - ଶ) —୧. Slender-waisted.
୨. କ୍ଷୀଣ; ପତଳା (ହିନ୍ଦୀ - ଶ) —୨. Thin; emaciated.