Jump to content

ଶାତ୍ରବ

ଉଇକିଅଭିଧାନ‌ରୁ

ଶାତ୍ରବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ଶତ୍ରୁ+ସମ୍ୱନ୍ଧାର୍ଥେ. ଅ)—ଶତ୍ରୁସମୂହ — ୧, A group or collection of enemies.
୨. (+ଭାବାର୍ଥେ. ଅ) ଶତ୍ରୁତା —୨. Enmity.
୩. (+ସ୍ୱାର୍ଥେ. ଅ) ଶତୁ —୩. Enemy.