ଶାତ କୁମ୍ଭ
ଦେଖଣା
ଶାତ କୁମ୍ଭ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଶତକୁମ୍ଭ=ପର୍ବତ ବିଶେଷ+ଜାତାର୍ଥେ ଅ)
[ସମ୍ପାଦନା]- ୧. ସୁବର୍ଣ୍ଣ; ସ୍ୱର୍ଣ୍ଣ —୧. Gold.
[ଉ— ବିଦିତ ବେନି ବେନି ଶାତ କୁମ୍ଭ କୁମ୍ଭ ଯେ—ଭଞ୍ଜ. ବୈଦେ— ହୀଶବିଳାସ ]
- ୨. କରବୀର ଫୁଲ —୨. Rosebay; sweet scented oleander; Narium odorum.
- ୩. କଞ୍ଚନ ଗଛ (ହିନ୍ଦୀ - ଶ) —୩. Bauhinia Variegata (tree).
- ୪. ଧାତୁରା (ହିନ୍ଦୀ - ଶ) — ୪. Datura Fustosa.