Jump to content

ଶାଦ

ଉଇକିଅଭିଧାନ‌ରୁ

ଶାଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ଶୋ ଧାତୁ=ତୀକ୍ଷ୍ମ କରିବା+କର୍ତ୍ତୃ. ଦ)

[ସମ୍ପାଦନା]
୧. କର୍ଦ୍ଦମ; ପଙ୍କ; କାଦୁଅ —୧. Clay; mud mire.
୨. ନଚ ତୃଣ; ନୂତନ ଘାସ —୨. New grass.
୩. ପତନ (ହିନ୍ଦୀ - ଶ) —୩. Falling down.