Jump to content

ଶାଦ୍ୱଳ

ଉଇକିଅଭିଧାନ‌ରୁ

ଶାଦ୍ୱଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ଶାଦ୍=ନବତୃଣ+ଅଛି ଅଥରେ ବଳ)

[ସମ୍ପାଦନା]
୧. ହରିତ୍ ତୃଣ ବିଶିଷ୍ଟ —Having green grass; grassy.

(ଊ—ନବଦୁର୍ବାଦଳ ଶ୍ୟାମଳ ଶାଦ୍ୱଳ— ରାଧାନାଥ, ଚିଲିକା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ହରିତ୍ ତୃଣ (ହିନ୍ଦୀ - ଶ) ୧. Green grass.
୨. ଷଣ୍ଢ; ବଳଦ (ହିନ୍ଦୀ - ଶ) —୨. Bull; ox.



ଶାଦ୍ୱଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ଶାଦ=ନବତଣ+ଅଛି ଅର୍ଥରେ ବଳ)

[ସମ୍ପାଦନା]
୧. ନବତୃଣ ପରି ଶ୍ୟାମଳ —୧. Verdure-green.
୨. ନବତୃଣଦ୍ୱାରା ହରିଦ୍ ବର୍ଣ୍ଣ (କ୍ଷେତ୍ର) —୨. Green with verdure (field).

ବିଶେଷ୍ୟ -

[ସମ୍ପାଦନା]
୧. ଶ୍ୟାମଳ ତୃଣାଚ୍ଛାଦିତ ସ୍ଥାନ —୧. Grassy plot; a field grown with verdure.
୨. ନବତୃଣପୂର୍ଣ୍ଣ ସ୍ଥାନ — ୨. A field full of new grass.
୩. ହରିତ୍ ତୃଣ (ହିନ୍ଦୀ - ଶ) —୩. Green grass.
୪. ଷଣ୍ଢ; ବଳଦ (ହିନ୍ଦୀ - ଶ) —୪. Bull; ox.