ଶାଧ
ଦେଖଣା
ଶାଧ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ଶ୍ରଦ୍ଧା)
[ସମ୍ପାଦନା]- ୧. ଶ୍ରଦ୍ଧା —୧. Affection.
[ଉ— ମନ ଶାଧ ନ ପୁରିଲା ଜନ୍ମ ଅନ୍ଧ କରି, ଜରାଜୀର୍ଣ୍ଣ ଅବସ୍ଥାରେ ପୁତ୍ର ନେଲୁ ହରି କବିତା କୁସୁମ]
- ୨. ସ୍ପୃହା —୨. Eagerness.
- ୩. କୌଣସି ଖାଦ୍ୟ ଦ୍ରବ୍ୟ ଆକାଙ୍ଷା —୩. A desire for a certain kind of food.
- ୪. ମନୋବାଞ୍ଛା; ଆକାଙ୍କ୍ଷା; ବାସନା —୪. Desire; heart's desire; hankering (after anything).
- ୫. ଆଦର — ୫. Fondness.
- ୬. (ସଂସ୍କୃତ - ସ୍ୱାଦ)—ଗର୍ଭିଣୀରେ ଦୋହଦ; ଗର୍ଭାବସ୍ଥାରେ ବିଶିଷ୍ଟ ଖାଦ୍ୟ ଖାଇବାକୁ ଗର୍ଭିଣୀର ଇଚ୍ଛା —୬. Longing of a pregnant woman for eating a certain artiele.
(ଦ୍ର—କେତେକ ସ୍ତ୍ରୀ ଗର୍ଭାବସ୍ଥାରେ, ଖଡି ଆଦି କେତେ ପଦାର୍ଥ ଖାଇବାକୁ ଶାଧ କରନ୍ତି)