ଶାଧ ଉଠିବା
ଦେଖଣା
ଶାଧ ଉଠିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶାଧ ଉଠିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କୌଣସି ବିଷୟପାଇଁ ପ୍ରବଳ ଆକାଂକ୍ଷା ଜାଗରିତ ହେବା —୧. The growing of a hankering after anything.
- ୨. (ଗର୍ଭିଣୀ) କୌଣସି ଖାଦ୍ୟ ପ୍ରତି ଅଭିଳାଷିଣୀ ହେବା —୨. (A pregnant woman's) Desire for a certain food.