Jump to content

ଶାଧ ଖିଆ

ଉଇକିଅଭିଧାନ‌ରୁ

ଶାଧ ଖିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ଗର୍ଭିଣୀର ଅଭୀପ୍ସିତ ଖାଦ୍ୟ ଭୋଜନ) — ୧. The eating of the desired thing by a pregnant woman.
୨. (ଗର୍ଭର) ଛଅମାସ ପରବର୍ତ୍ତୀ ସମୟଠାରୁ ଗର୍ଭିଣୀର ଖାଇବା ପାଇଁ ବନ୍ଧୁଜନମାନଙ୍କଦ୍ୱାରା ଖାଦ୍ୟ ସାମଗ୍ରୀ ଆଦିର ପ୍ରେରଣ ଓ ତଦୁପଲକ୍ଷେ ଉତ୍ସବ —୨. The sending of various victuals for feeding a pregnant woman after she is advanced in pregnancy after the ୬th month.

[ଦ୍ରଷ୍ଟବ୍ୟ —ଏହାକୁ 'ଚିତଉଖିଆ' ଅଧ୍ୟ ବୋଲାଯାଏ; ଏହି ଉତ୍ସବ ଉପଲକ୍ଷରେ ଗର୍ଭିଣୀଙ୍କ ପାଇଁ ପିଠା ତିଆରି କରିବା ପାଇଁ ଗର୍ଭିଣୀଙ୍କ ବନ୍ଧୁଜନ ବୀର, ମୃଗ , ଚାଉଳ, ଗୁଡ଼, ଘିଅ, କରେଇ, ପିଠାଖଡ଼ିକା ଓ ପିନ୍ଧିବା ପାଇଁ ନୂଆଲୁଗା ଆଦି ପ୍ରେରଣ କରନ୍ତି ଓ ଗୋଟିଏ ନିର୍ଦ୍ଦିଷ୍ଟ ଦିବସରେ ପିଠା ଆଦି ପ୍ରସ୍ତୁତ ହୋଇ ପରିବାରରେ ଉତ୍ସବ ଅନୁଷ୍ଠିତ ହୁଏ କୌଣସି କୌଣସିଠାରେ ବନ୍ଧୁଜନ ନିଜ ଘରୁ ଗର୍ଭିଣୀଙ୍କ ପାଇଁ ପିଷ୍ଟକ ଓ ମିଷ୍ଟାନ୍ନ ପ୍ତସ୍ତୁତ କରି ପଠାନ୍ତି]